Download Now Banner

This browser does not support the video element.

ତଲସରା: ବଡ଼ଗାଁ ବସଷ୍ଟାଣ୍ଡରୁ ୪ ଆହତ ନାବାଳକ ଗୁରୁକୁଳ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସରେ ଜିମା ଦେଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା

Talasara, Sundargarh | Aug 25, 2025
ରାଉରକେଲା ଠାରୁ ସୁନ୍ଦରଗଡ଼ ଯାଉଥିବା ଯାତ୍ରୀବାହୀ ଅନିଲ ବସରେ ୪ ଜଣ ଆହତ ନାବାଳକ ଗୁରୁକୁଳ ଛାତ୍ରଙ୍କୁ ଉଦ୍ଧାର କରି ଆଜି ବଡ଼ଗାଁ ପୋଲିସ ରେ ଜିମା ଦେଇଛନ୍ତି ବଜରଙ୍ଗଦଳ କାର୍ଯ୍ୟକର୍ତ୍ତା। ବେଦବ୍ୟାସ ଗୁରୁକୁଳ ଆଶ୍ରମରୁ ଏହି ଛାତ୍ର ଙ୍କୁ ଝାରସୁଗୁଡ଼ା ନିକଟସ୍ଥ ଏକ ଏକ ଗୁରୁକୁଳ ଆଶ୍ରମକୁ ଯାଉଥିବା ଏହି ଆହତ ଛାତ୍ରଙ୍କର ସ୍ଥିତି ପରଖିବା ପାଇଁ ବଡ଼ଗାଁ ପୋଲିସ ରେ ଜିମା ଦେଇଛନ୍ତି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us