Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା ପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢଉ ୨ଶହ ଲିଟର ହତ ରନ୍ଧା ମଦ ସହ ୨୨କ୍ବିଣ୍ଟାଲ ମହୁଲ ପୋଚ ଜବତ

Lanjigarh, Kalahandi | Sep 8, 2025
ସୋମବାର ଅପରାହ୍ନରେ ଜୟପାଟଣା ପୁଲିସ ଥାନା ଅଧିନସ୍ଥ ପାବଲି ଜଙ୍ଗଲରେ ଅବକାରୀ ବିଭାଗର ଚଢଉ କରାଯାଇଥିଲା। ଏହି ଚଢାଉ ସମୟରେ ବେନିୟମ ଭାବେ ଦେଶୀ ମଦ ରନ୍ଧା ଯାଉଥିଲା। ଅବକାରୀ ବିଭାଗର ହେଉଥିବା ଜାଣି ମଦ ମାଫିଆ ଘଟଣା ସ୍ଥଳରୁ ଫେରାର ମାରିଥିଲେ। ଏହି ଚଢାଉ ଦ୍ବାରା ୨ଶହ ଲିଟର ହାତ ରନ୍ଧା ମଦ ସହ ୨୨ କ୍ଵିଣ୍ଟାଲ ମହୁଲ ପୋଚ ଏବଂ ମଦ ରନ୍ଧା ସାମଗ୍ରୀ ଜବତ କରିଥିଲେ।
Read More News
T & CPrivacy PolicyContact Us