Download Now Banner

This browser does not support the video element.

ନୂଆପଡା: ୟୁରିଆ ସାର ଅଭାବକୁ ନେଇ କୃଷି ଯୁଗ୍ମ ନିର୍ଦ୍ଦେଶକଙ୍କୁ ଭେଟିଲା ପରେ ନୂଆପଡାରେ ଚାଷୀ ନେତା ଯଦୁମଣି ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

Nuapada, Nuapada | Sep 2, 2025
ଜିଲ୍ଲାରେ ଖରିପ ଚାଷ ପାଇଁ ୟୁରିଆ ସାରର ଅଭାବ ଦେଖା ଦେଇଛି। ଏ ସଂକ୍ରାନ୍ତରେ କୃଷି ଯୁଗ୍ମ ନିର୍ଦ୍ଦେଶକଙ୍କୁ ଜିଲ୍ଲାର ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ସାକ୍ଷାତ କରିଛନ୍ତି। ଏ ବାବଦରେ ଆଜି ଆଜି ସନ୍ଧ୍ୟା ୬ ଟା ସମୟରେ ଯଦୁମଣି ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us