Install App
ranjannanda71
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି
Puri M, Puri | Jul 14, 2025
ଜିଲ୍ଲାରେ ପ୍ରବଳ ବର୍ଷା ପ୍ରବାହକୁ ଦୃଷ୍ଟିରେ ରଖୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି। ଏ ନେଇ ଆଜି ଅପରାହ୍ନ ଦୁଇଟା ସମୟରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉକି ଜିଲ୍ଲାକୁ ୟେଲୋ ୱାର୍ଣିଂ ଥିବାରୁ ପ୍ରବଳ ବର୍ଷା ସହ ଘଡ଼ ଘଟି ଏବଂ ବିଜୁଳି ହେବାର ସମ୍ଭାବନା ରହିଛି ତେବେ ୟାକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ମଧ୍ୟ ସୂଚନା ପ୍ରଦାନ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!