Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ - ଯୋଗଦେଲେ ବିଧାୟକ ନବୀନ ଜୈନ ଓ ଏ ବି ଇ ଓ

Titlagarh, Balangir | Aug 24, 2025
ଟିଟିଲାଗଡ଼ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଦୁଇ ଦିନିଆ ଖେଳରେ ୪୦ ଟି ଭଲିବଲ ଟିମ ଓ ୬ ଟି ଥ୍ରୋ ବଲ ଟିମ ଅଂଶ ଗ୍ରହଣ କରିଥିଲେ। ରବିବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନିତ ଅତିଥି ରୂପେ ଏ ବି ଇ ଓ ଶ୍ରୀଯୁକ୍ତ ପ୍ରବିର ପଣ୍ଡା, ଭଲିବଲ ଆସୋସିଏସନର ସମ୍ପାଦକ ଶ୍ରୀ ଦୀପକ ସମାଦ୍ଦ।ର, ଖେଳ ଟି ଆଇଡି ପଦ୍ମଜା ନନ୍ଦିନୀ ବହିଦାର, ସମ୍ବଲପୁରର ସମାଜସେବୀ ସନ୍ତୋଷ କୁମାର ବାରିକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ପଡିଆ ଭିତରକୁ ଯାଇ ନିଜେ ଖେଳାଳି ମାନଙ୍କ ସହ ଖେଳ ଖେଳିଥିଲେ ବିଧାୟକ ନବୀନ ଜୈନ । ଏହାପରେ ଭଲିବଲ ଓ ଥ୍ରୋ ବଲ ଫ
Read More News
T & CPrivacy PolicyContact Us