Install App
shantanupanda7
This browser does not support the video element.
ବଡସାହି: କୁଲକୁଠା ଠାରେ ଗାଧୋଇବାକୁଯାଇ ବୁଢାବଳଙ୍ଗ ନଦୀର ପ୍ରୋଖୋର ସ୍ରୋତରେ ଭାସିଯାଇଥିବା ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାରପରେ ଜବତକଲା ପୁଲିସ
Barsahi, Mayurbhanj | Sep 1, 2025
ବଡ଼ସାହି ଥାନା ଦୁର୍ଗାପୁର ପଞ୍ଚାୟତ ଅଧୀନ କୁଲକୁଠା ଠାରେ ରବିବାର ଅପରାହ୍ନରେ ଗାଧୋଇବାକୁ ଯାଇ ନଦୀର ପ୍ରୋଖୋର ସୁଅରେ ଭାସିଯାଇ ନିଖୋଜ ହୋଇଯାଥିବା ବ୍ୟକ୍ତିଙ୍କ ମୃତଦେହ ସୋମବାର ଅପରାହ୍ନ ତିନିଟାରେ ଉଦ୍ଧାରକଲା ଅଗ୍ନିଶମ ବାହିନୀ l ମୃତକ ଜଣକ ହେଉଛନ୍ତି କୁଲକୁଠା ଗ୍ରାମର ପ୍ରତାପ ସିଂ l ପ୍ରତାପ ରବିବାର ଅପରାହ୍ନରେ ଗାଧୋଇବାକୁ ଯାଇ ନଦୀର ପ୍ରୋଖୋର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!