Download Now Banner

This browser does not support the video element.

ହିଞ୍ଜିଳି: ବେଲଗା ଥାନା ଅନ୍ତର୍ଗତ ଗଣ୍ଡଳା ଗଣେଶ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଦୁଇଛାତ୍ର ଅଶାନ୍ତି କୁ ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

Hinjili, Ganjam | Sep 13, 2025
ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ବେଲଗା ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଥିବା ସରକାରୀ ଗଣେଶ ବିଦ୍ୟାପୀଠ ହାଇସ୍କୁଲ ପରିସରରେ ଗତ ବୁଧୁବାର ଦିନ ଦୁଇ ଛାତ୍ର ଙ୍କ ମଧ୍ୟରେ ହୋଇଥିବା ଅଶାନ୍ତି କୁ ନେଇ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଧ୍ୟକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଛି ଏହି ବୈଠକ ଜିଲ୍ଲା ପରିଷଦ, ସରପଞ୍ଚ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଦୁଇ ଅବିଭାବକ ଉପସ୍ଥିତ ରେ ସମାଧାନ ହବା ସହ ଗଣମାଧ୍ୟମ କୁ ରାଜନୀତି ନ କରିବା ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।
Read More News
T & CPrivacy PolicyContact Us