Install App
bhadrak_khabar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଶ୍ରୀବନ୍ତପୁର ଠାରେ ୪ଟି ବେଆଇନ ବାଲି ବୋଝେଇ ହାଇୱାକୁ ବନ୍ତ ପୋଲିସ ଓ ଖଣି ବିଭାଗ ପକ୍ଷରୁ ଜବତ
Bhadrak Rural, Bhadrak | Aug 22, 2025
ବନ୍ତ ଥାନା ଶ୍ରୀବନ୍ତପୁର ପେଟ୍ରୋଲ ପମ୍ପ ନିକଟରେ ୪ଗୋଟି ଓଭର ଲୋଡ଼ିଂ ବାଲି ବୋଝେଇ ହାଇୱାକୁ ପୋଲିସ୍ ଏବଂ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଜବତ୍ କରାଯାଇଥିବା ବେଳେ ଗୋଟିଏ ହାଇୱା ଘଟଣା ସ୍ଥଳରୁ ଖସି ଯାଇଥିବା ଜଣାପଡ଼ିଛି l ଏନେଇ ବନ୍ତ ଥାନାରେ ପୁଲିସ୍ ପକ୍ଷରୁ ସମସ୍ତ ଚୋରା ବାଲି ଗାଡ଼ି ନାମରେ ମାମଲା କରଯାଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!