Download Now Banner

This browser does not support the video element.

ଯାଜପୁର: ବଡ଼ଚଣା ଥାନା ଅଧିକାରିଣୀ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ଯୁବକଙ୍କୁ ଠକେଇ ଅଭିଯୋଗ,ନ୍ୟାୟ ପାଇଁ ଏସପି କାର୍ଯ୍ୟାଳୟରେ ଅଭିଯୋଗ କଲେ ଯୁବକ

Jajapur, Jajpur | Aug 26, 2025
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ମଧୁସ୍ମିତା ବେହେରାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉଠାଇ ଆଣି ୩ ଦିନ ଥାନାରେ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ସାମ୍ବାଦିକ ମଧ୍ୟ ସାମିଲ ଥିବା ଜଣାପଡିଛି। ଏନେଇ ଆଜି ସମ୍ପୃକ୍ତ ପିଡ଼ିତ ଙ୍କ ପୁଅ ଯାଜପୁର ଏସପି ଙ୍କ ଦ୍ବାରସ୍ଥ ହୋଇ ବଡ଼ଚଣା ଥାନା ଅଧିକାରୀ ଓ ୨ ଜଣ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us