Download Now Banner

This browser does not support the video element.

ସୁନ୍ଦରଗଡ ସହର: ଗଡ଼ପୋଷ ନୁନିଆ ମୁଣ୍ଡା ନିକଟରେ ଟ୍ରକ ଚାପରେ ବାଇକ ଆରୋହୀ ବି ଏସ ହାଇସ୍କୁଲର କଳା ଶିକ୍ଷକଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ୱର 2 ତାରିଖ ମଙ୍ଗଳବାର ମଧ୍ୟାହ୍ନ 12 ଟା ପାଖାପାଖି ଏହି ଦୁଃଖଦ ଘଟଣା ଘଟିଛି। OD-09V-4879 ନମ୍ବର ବିଶିଷ୍ଟ ଟ୍ରକ ଚାପରେ OD-15X-8858 ନମ୍ୱର ବିଶିଷ୍ଟ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ - ପ୍ରଶାନ୍ତ ବେହେରା ଓ ତାଙ୍କ ଘର ମହାବୀର ପାହାଡ ନିକଟ ଉଚିକା ପାଟ ବୋଲି ଜଣା ପଡିଛି। ତେବେ ମୃତକ ପ୍ରଶାନ୍ତ ବେହେରା ସୁନ୍ଦରଗଡ଼ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ କଳା ବିଭାଗର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଆଜି ତାଙ୍କର ଦୁର୍ଘଟଣାରେ ଅକାଳ ମୃତ୍ୟୁ ହେବା ଖବର ଜଣା ପଡିବା ପରେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ତାଙ୍କ ସହ କର୍ମ
Read More News
T & CPrivacy PolicyContact Us