Download Now Banner

This browser does not support the video element.

କଟକ ପୌରାଞ୍ଚଳ: ସିଶୋର ପଠାରୁ ବ୍ରାଉନ ସୁଗାର ସହ ୩ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ

Cuttack M Corp PS, Cuttack | Sep 3, 2025
କଟକ ସିଶୋର ପଠାରୁ ବ୍ରାଉନ ସୁଗାର ସହ ୩ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଗିରଫ ବ୍ରାଉନ ସୁଗାର ବେପାରୀ ହେଲେ ଶେଖ ମିରାଜ, ଶେଖ ଆଦିଲ ଓ ଶେଖ ଶକିଲ। ଏ ନେଇ ବୁଧବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟା ୭ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୨୪.୪୭ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ।
Read More News
T & CPrivacy PolicyContact Us