Download Now Banner

This browser does not support the video element.

ସୋରଡା: ସୋରଡ଼ା ସହର ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ କଣ୍ଟାପୀଡ଼ା ଯାତ୍ରାରେ ପହଁଚି ମା ଙ୍କ ଦର୍ଶନ କଲେ ବ୍ରହ୍ମପୁର ଓ ଆସ୍କା ବିଧାୟକ

Surada, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀଙ୍କ ଐତିହାସିକ ପ୍ରସିଦ୍ଧ କଣ୍ଟା ପୀଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଏହି ଯାତ୍ରା ଦୀର୍ଘ ଏକ ମାସ ଧରି ଚାଲୁଥିବା ବେଳେ ଆଜି ଅପରାହ୍ନ ସମୟରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଓ ଆସ୍କା ବିଧାୟକ ଶ୍ରୀଯୁକ୍ତ ସରୋଜ ପାଢ଼ୀ ସୋରଡ଼ା ଠାରେ ପହଞ୍ଚି ମା ଙ୍କ ଆଶ୍ରିବାଦ ଲାଭ କରିବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଛନ୍ତି।
Read More News
T & CPrivacy PolicyContact Us