Download Now Banner

This browser does not support the video element.

ବଡସାହି: ଦାନ୍ତିଆମୁହାଁ ଠାରେ ଜମିବାଡ଼ିକୁ କେନ୍ଦ୍ରକରି ଅଶ୍ଳୀଳଭାଷାରେ ଗାଳିଗୁଲଜ, ଘରପୋଡି ଓ ଜୀବନରୁ ମାରିବାର ଧମକ ଅଭିଯୋଗରେ ମାମଲା ରୁଜୁକଲା ପୁଲିସ

Barsahi, Mayurbhanj | Sep 1, 2025
ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁରେ ଜମିବାଡ଼ିକୁ କେନ୍ଦ୍ରକରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସାଙ୍ଗକୁ ଘରପୋଡି ଏବଂ ଜୀବନରୁ ମାରିଦେବା ଭଳି ଧମକପୂର୍ଣ୍ଣ କଥାବାର୍ତ୍ତା କରିବା ଅଭିଯୋଗରେ ସୋମବାର ରାତି ସାଢେ୧୧ଟାରେ ମାମଲା ରୁଜୁକଲା ବେତନଟୀ ପୁଲିସ l ଏତଲାକାରିଣୀ ଶଶୀଧର ସେଠୀଙ୍କ ସ୍ତ୍ରୀ ଲକ୍ଷ୍ମୀ ସେଠୀଙ୍କ ଅଭିଯୋଗ ମୁତାବକ ଲକ୍ଷ୍ମୀଙ୍କ ସ୍ୱର୍ଗତ ଶ୍ୱଶୁରଙ୍କର ଦାନ୍ତିଆମୁହାଁ ମୌଜାରେ ଥିବା ଜମିବାଡ଼ିକୁନେଇ ଗଣ୍ଡଗୋଳ ଆରମ୍ଭ ହୋଇଛି l
Read More News
T & CPrivacy PolicyContact Us