Download Now Banner

This browser does not support the video element.

ଆସିକା: ଖମ୍ବେଶ୍ବରୀପାଟଣା,ତାଲୁକା,ମିନିଷ୍ଟାଡିୟମ,ବିନାୟକବଜା ର,ମଙ୍ଗଳପୁର ସମେତ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଗଣେଶ

Asika, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ଆସିକା ର ଗ୍ରାମଞ୍ଚଳ ହେଉ ଅବା ସହର ର ଗଳି କନ୍ଦି ସବୁଠି ବଡ଼ ବଡ଼ ତୋରଣ ସାଙ୍ଗକୁ ଆକର୍ଷଣୀୟ ମେଢ଼ ଶ୍ରଦ୍ଧାଳୁ ଙ୍କ ମନମୋହୁଛି l ସେହି ଭଳି ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ରେ ମଧ୍ୟ ଗଣେଷ ଚତୁର୍ଥୀ ପାଳନ ହୋଇଛି l ବିଶେସକରୀ ଆସିକା ସହର ର ଆସିକା ତାଲୁକା,ଖମ୍ବେଶ୍ବରୀପାଟଣା, ମିନି ଷ୍ଟାଡିୟମ,ବିନାୟକ ବଜାର,କଳାବିକାଶ ପାଠାଗାର,ମଙ୍ଗଳପୁର ସମେତ ଅଞ୍ଚଳର ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ଆକର୍ଷଣୀୟ ମେଢ଼ ସହ ସାଜ ସଜା ଶ୍ରଦ୍ଧାଳୁ ଙ୍କ ମନ ମୋହୁଛି l
Read More News
T & CPrivacy PolicyContact Us