Install App
shantanupanda7
This browser does not support the video element.
ମୋରଡା: ଫୁଟକିଶୋଳ ସମେତ ବିଭିନ୍ନ ମୋବାଇଲଟାୱାରରୁ ଚୋରି ମାମଲାରେ ସ୍ୱାମୀ, ସ୍ତ୍ରୀ ସମେତ ସହଯୋଗୀକୁ ଗିରଫକରି କୋର୍ଟଚାଲାଣ କଲା ମୋରଡା ପୁଲିସ
Muruda, Mayurbhanj | Sep 13, 2025
ମୋରଡାଥାନା ଅଧୀନ ଫୁଟକଶୋଳ ସମେତ ବିଭିନ୍ନସ୍ଥାନରେ ଥିବା ମୋବାଇଲ ଟାୱାର ମାନଙ୍କରୁ ଚୋରି କରୁଥିବା ରାକେଟର ମାଷ୍ଟରମାଇଣ୍ଡ ସମେତ ସହଯୋଗୀ ଏବଂ କିଙ୍ଗପିନ ମହିଳାଙ୍କୁ ଗିରଫକରି ଶନିବାର ଅପରାହ୍ନ ୫ଟାରେ କୋର୍ଟଚାଲାଣକଲା ପୁଲିସ l ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାରିପଦା ସଦରଥାନା ଅଧୀନ ବାଉତିଶୋଳ ଗ୍ରାମର ତପୁ ଦାସ,ତପୁର ପତ୍ନୀ ତଥା ସହଯୋଗୀ ପରିସ୍ମା ପ୍ରଧାନ ଏବଂ ସେହି ଗାଁର ଅନ୍ୟଜଣେ ସହଯୋଗୀ ମନୋଜ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!