Download Now Banner

This browser does not support the video element.

କୋରାପୁଟ ସହର: ମାନବାର ପଞ୍ଚାୟତ ଝଡିଗୁଡା ଠାରୁ ଗୁଣ୍ଠା ଗୁଡ଼ା ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କଲେ କୋରାପୁଟ ବିଧାୟକ ରଘୁରାମ ମାଛ

Koraput Town, Koraput | Sep 13, 2025
କୋରାପୁଟ ବ୍ଳକ୍ ମାନବାର ପଞ୍ଚାୟତ ଠାରେ ଝଡିଗୁଡା ଠାରୁ ଗୁଣ୍ଠା ଗୁଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଅଧିକାରୀ ସହ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us