Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଳ୍ପନା ଛକରେ ହାଇଡ୍ରାମା; ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଆମ ବସ୍ ଜବତ୍ ସହ ବଡ଼ଗଡ଼ ଥାନାରେ ଡ଼୍ରାଇଭର ଅଟକ
Bhubaneswar M Corp, Khordha | Sep 5, 2025
ରାଜଧାନୀ କଳ୍ପନା ଛକରେ ହାଇଡ୍ରାମା । ଖୁଚୁରା ଟଙ୍କା ଫେରାଇବା ପାଇଁ ହାଇଡ୍ରାମା ହୋଇଛି । 90 ଟଙ୍କା ଫେରସ୍ତ ପାଇଁ ଅଫିସ୍ ଡାକିଲେ କଣ୍ଡକ୍ଟର । ଆମ ବସ୍ ଭିତରେ ମାରପିଟ୍ । କଥା ଏତେ ବଢିଲା ଯେ ଆମ ବସ୍ କଣ୍ଡକ୍ଟର ଏବଂ ଡ୍ରାଇଭର ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ଆସିଲା। ମହିଳା କଣ୍ଡକ୍ଟର ଚିପିଲେ ଏକାଧିକ ଲୋକଙ୍କ ତଣ୍ଟି। ଘଟଣାକୁ ନେଇ କିଛି ସମୟ ପାଇଁ କଳ୍ପନା -ପୁରୀ ରାସ୍ତା ଜାମ୍ ହୋଇଥିଲା । ପରବର୍ତୀ ମୁହୂର୍ତ ରେ ଘଟଣା ସ୍ଥଳରେ ବଡଗଡ ଥାନା ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଆମ ବସ୍ ଜବତ୍ ସହ ଥାନାରେ ଡ଼୍ରାଇଭର ଅଟକ ।
Share
Read More News
T & C
Privacy Policy
Contact Us
Your browser does not support JavaScript!