Download Now Banner

This browser does not support the video element.

ଅନୁଗୋଳ: ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣାରେ ଅପରାଧୀଙ୍କୁ ଗିରଫ ଦାବୀରେ ଏସିପି ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ

Anugul, Angul | Sep 13, 2025
ଶ୍ୟାମସୁନ୍ଦରପୁର ନାବାଳିକା ହତ୍ୟା ଘଟଣା ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ "ପ୍ରଗତିଶୀଳ ନାଗରିକ ମଞ୍ଚ' ପକ୍ଷରୁ ଏସ୍.ପି.ଙ୍କୁ ଦାବିପତ୍ର ପ୍ରଦାନ । ବାଳୁଅକଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ନାବାଳିକାର ସନେ୍ଦହଜନକ ହତ୍ୟା ଘଟଣା ଅଞ୍ଚଳବାସୀଙ୍କ ସମେତ ଜିଲ୍ଲାର ଶୁଭବୁଦ୍ଧିସମ୍ପର୍ଣ୍ଣା ଜନସାଧାରଣଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ ପାଇଁ ସବୁ ମହଲରୁ ଦାବି ହେଉଛି । ଆଜି ପୂର୍ବାହ୍ନରେ "ପ୍ରଗତିଶୀଳ ନାଗରିକ ମଞ୍ଚ'ର ଆବାହକମଣ୍ଡଳୀ ସଦସ୍ୟ ଆଡଭୋକେଟ୍ ବସନ
Read More News
T & CPrivacy PolicyContact Us