This browser does not support the video element.
କେନ୍ଦ୍ରାପଡା: ଦ୍ୱିତୀୟ ଦିନରେ ଚାନ୍ଦି ବାଉଁଶମୂଳ ଠିପି ଖୋଲା ବିଦେଶୀ ମଦ ଦୋକାନ ସମ୍ମୁଖରେ ମହିଳାଙ୍କ ଧାରଣା ଜାରି, ପ୍ରଶାସନ ନୀରବ
Kendrapara, Kendrapara | Apr 5, 2025
ରାଜନଗର ବ୍ଳକ ଚାନ୍ଦିବାଉଁଶମୁଳ ରେ ଥିବା ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ କରି ଗତକାଲି ଠାରୁ ସ୍ଥାନୀୟ ମହିଳାମାନେ ଦୋକାନ ଆଗରେ ଧାରଣା ରେ ବସିଛନ୍ତି l ଜନବସତୀ ଓ ମୁଖ୍ୟ ବଜାରରେ ଥିବା ଦୋକାନ ବନ୍ଦ କରିବାକୁ ଦୀର୍ଘ ଦିନ ଧରି ପ୍ରଶାସନ କୁ ଅନୁରୋଧ କରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମହିଳା ମାନେ ପୁଣି ଆଜି ଦିନ 10 ଟା ରୁ ଦୋକାନ ଆଗରେ ଧାରଣା ରେ ବସିଛନ୍ତି l ଘଟଣା ସ୍ଥଳରେ ଉତ୍ତେଜନାକୁ ଲକ୍ଷ୍ୟକରି ପୋଲିସ ଫୋର୍ସ ମୁତୟନ କରାଯାଇଛି l