Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ୫ ନମ୍ବର ୱାର୍ଡ ରେ ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ ଖବର ପାଇ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଧାୟକ

Bhadrak Rural, Bhadrak | Aug 21, 2025
ପୌରପାଳିକା ୫ ନମ୍ବର ୱାର୍ଡ ନିବାସୀ ବରିଷ୍ଠ ସାମ୍ବାଦିକ ଶ୍ରୀ ସଞ୍ଜୟ ଦାସଙ୍କ ମାତୃଦେବି ଶ୍ରୀମତି କୁସୁମଲତା ଦାସଙ୍କ ଦେହାବସାନ ସମ୍ବାଦ ପାଇ ପଥରଆଡି ସ୍ଥିତ ବାସଭବନରେ ପହଞ୍ଚି ଅମର ଆତ୍ମାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସଦର ବିଧାୟକ। ତେବେ ବିଧାୟକ ପହଞ୍ଚି ଶେଷ ଦର୍ଶନ ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Read More News
T & CPrivacy PolicyContact Us