Install App
newsmayurbhanj11
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ପାଇକବସା ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ନେଇ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଡିଇଓଙ୍କୁ ଅଭିଯୋଗ କଲେ ସ୍ଥାନୀୟ ଲୋକେ
Baripada M, Mayurbhanj | May 20, 2024
ଶ୍ୟାମାଖୁଣ୍ଟା ବ୍ଳକ ଅନ୍ତର୍ଗତ ପାଇକବସା ସ୍ଥିତ ପାଇକବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟୁଥିବା ବିଭିନ୍ନ ଅନିୟମିତା ସମ୍ପର୍କରେ ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକମାନେ ବାରିପଦା ସ୍ଥିତ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ ସୋମବାର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ପାଇକବସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ହେଉଥିବାର ନେଇ ପୂର୍ବରୁ ଅଭିଯୋଗ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!