This browser does not support the video element.
କାମାକ୍ଷାନଗର: ଭାଲୁମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଅନୁଗୋଳରେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ମୃତ୍ୟୁ
Kamakshyanagar, Dhenkanal | Aug 24, 2025
ଭାଲୁମୁଣ୍ଡା ନିକଟରେ ଅଜଣା ଗାଡି ଧକାରେ ଅନୁଗୁଳରେ କାର୍ଯ୍ୟରତ ପୋଲିସ ଏଏସଆଇଙ୍କ ମୃତ ରବିବାର ୧୦ଟାରେ କାମାକ୍ଷାନଗର ମେଡ଼ିକାଲରେ ପୋଲିସ କରୁଛି ତଦନ୍ତ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା ପାଟବେଡା ଗାଁର ମାନସ ସିଂ ଅନୁଗୁଳ ଜିଲ୍ଲାର ଏଏସଆଇ ଭାବରେ କାମ କରୁଥିବା ବେଳେ ଘରକୁ ଆସୁଥିବା ବେଳେ ଭାଲୁମୁଣ୍ଡା ନିକଟରେ ଅଜଣା ଗାଡି ଧକାରେ ତାଙ୍କର ମୃତ ହୋଇଗଲା ।ରବିବାର କାମାକ୍ଷାନଗର ମେଡ଼ିକାଲରେ ପୋଲିସ କରୁଛି ତଦନ୍ତ ।