This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ସାହାପୁର ଛକ 16 ନମ୍ବର ଜାତୀୟ ରାଜପଥ ରେ ପଛ କୁ ପଛ ପିଟିହେଲା ଦୁଇ ଟ୍ରକ,ଚାପି ହୋଇଥିବା ହେଲପର କୁ ଉଦ୍ଧାର ଲୋକେ ଲୋକେ
Bhadrak Rural, Bhadrak | Sep 13, 2025
କଣ୍ଟେନର କୁ ପଛ ପଟୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ । ଟ୍ରକ୍ ଭିତରେ ଚାପି ହୋଇଥିବା ଟ୍ରକ୍ ର ହେଲପର କୁ ଗୁରୁତର ଭାବେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । 16 ନମ୍ୱର ଜାତୀୟ ରାଜପଥ ର ଭଦ୍ରକ ସହରାଞ୍ଚଳ ଥାନା ନିକଟ ରେ ଦୁର୍ଘଟନା ଘଟିଛି । ସହାପୁର ଛକ ନିକଟ ରେ ରାସ୍ତା ରେ ଠିଆ ହୋଇଥିବା ଏକ କଣ୍ଟେନର କୁ ପଛ ରୁ ଧକ୍କା ଦେଇଚି ଆଳୁ ବୋଝେଇ ଟ୍ରକ୍ । ଆଳୁ ଟ୍ରକ୍ ଟି ଓଲଟି ପଡ଼ିଥିବା ବେଳେ ଟ୍ରକ୍ ର ହେଲପର କେବିନ୍ ରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ କ୍ରେନ ସାହାଯ୍ୟ ରେ ହେଲପର କୁ ଉଦ୍ଧାର କରି ମେଡିକାଲ କୁ ଆଣିଛନ୍ତି, ଏହି ଖବର ଆଜି ଦିନ 11 ଟାରେ ହସ୍ତଗତ ହୋଇଛି