Download Now Banner

This browser does not support the video element.

ଉମରକୋଟ: ରାଇଘର ବ୍ଲକ କନଫରେନ୍ସ ହଲ ଠାରେ ମିଶନ ଶକ୍ତିର ମା'ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

Umarkote, Nabarangpur | Jun 25, 2024
ରାଇଘର ବ୍ଲକ କନଫରେନ୍ସ ହଲ୍ ଠାରେ ମିଶନ ଶକ୍ତି ମା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କନଫରେନ୍ସ ହଲ୍ ଠାରେ ମିଶନ ଶକ୍ତି ମା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ସରକାର ଙ୍କ ନୂତନ ଯୋଜନା ବିଷୟ ରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ରେ ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର୍,ବିଡ଼ିଓ ଲକ୍ଷ୍ମୀ ସାଗର ମାଝି ତଥା ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us