Download Now Banner

This browser does not support the video element.

ରେଙ୍ଗାଲି: ରେଙ୍ଗାଲି ଠାରେ ସମ୍ବଲପୁରୀ ଦିନ ଲାଗି ସମ୍ବଲପୁରୀ ଝରନ ତରଫରୁ ସମ୍ବଲପୁରୀ ଦିନ ପାଳିତ

Rengali, Sambalpur | Aug 1, 2025
ରେଙ୍ଗାଲି ଠାରେ ସମ୍ବଲପୁରୀ ଦିନ ଲାଗି ସମ୍ବଲପୁରୀ ଝରନ ତରଫରୁ ସମ୍ବଲପୁରୀ ଦିନ ଆଜି ପାଳିତ ହୋଇଯାଇଛି l ଏହି ଅବସରରେ ଅତିଥି ଭାବେ ରେଙ୍ଗାଲି ର ପୂର୍ବତନ ବିଧାୟକ ନାଉରି ନାଏକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ସ୍ଥାନୀୟ କଲାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
Read More News
T & CPrivacy PolicyContact Us