Download Now Banner

This browser does not support the video element.

ଆସିକା: ଖୋଲୁନି ବଡଖୋଲି ସେବା ସମବାୟ ସମିତି, ଚାଷୀ ଙ୍କୁ ମିଳୁନି ସାର, ବଢୁଛି ଚାଷୀ ଅସନ୍ତୋଷ#jansamasya

Asika, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବଡଖୋଲି ପଞ୍ଚାୟତ ଅନ୍ତର୍ଗତ ବଡଖୋଲି ସେବା ସମବାୟ ସମିତି ରେ ବିଭିନ୍ନ ସମୟରେ ଝୁଲୁଛି ତାଲା l ଚାଷୀ ସାର ପାଇଁ ଆସି ଫେରୁଛନ୍ତି ନିରାସ ହୋଇ l ସୂଚନା ଅନୁସାରେ ଚନ୍ଦନପେଢ଼ୀ, ସାନଖୋଲି, ସାନ୍ତରାପୁର, ବଡଖୋଲି, ଭେଜିପୁଟ ଗ୍ରାମକୁ ନେଇ ବଡଖୋଲି ସେବା ସମବାୟ ସମିତି ଗଠିତ ହୋଇଛି l ଏହି ସମବାୟ ଉପରେ ପାଖାପାଖି ୫ ଟି ଗ୍ରାମରେ ୧୫୦୦ ଚାଷୀ ନିର୍ଭରଶିଳ ହେଉଛନ୍ତି l
Read More News
T & CPrivacy PolicyContact Us