Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଡ଼ଗାଁ ଏକ୍ସସାଇଜ ରେଞ୍ଜ ଇନ୍ସପେକ୍ଟରଙ୍କ ତାଳକୁଦର ଜଙ୍ଗଲରେ ଚଢାଉ, 35 ଲିଟର ମଦ ସହ ଜଣେ ମହିଳା ଗିରଫ

Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ୱର 2 ତାରିଖ ମଙ୍ଗଳବାର ପୂର୍ବାହ୍ନ 11:30 ରୁ ଏହି ଚଢାଉ ଆରମ୍ଭ ହୋଇ ଅପରାହ୍ନ 4:30 ପର୍ଯ୍ୟନ୍ତ ଚାଲିଥିଲା। ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିଲା । ଗତ କାଲି ଏକ ବିଶେଷ ସୂତ୍ରରୁ ଅବକାରୀ ଅଧିକ୍ଷକ ସମ୍ପୃକ୍ତ ଅଞ୍ଚଳରେ ଅବାଧ ମଦ କାରବାର ନେଇ ସୂଚନା ପାଇଥିଲେ। ସେହି ସୂଚନା ଭିତ୍ତିରେ ଆଜି ଅବକାରୀ ଅଧୀକ୍ଷକ ସିଦ୍ଧେଶ୍ଵର ବେଶ୍ରା ବଡ଼ଗାଁ ଅବକାରୀ ରେଞ୍ଜ ଅଧିକାରୀ ବିଜୟ ଜେନାଙ୍କୁ ଉକ୍ତ ଅଂଚଳରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ତାଳକୁଦର ଜଙ୍ଗଲରେ ଚଢାଉ କରି ଅବକାରୀ ବିଭାଗ ଚାମ୍ପୁ ଖେସ ନାମକ ଜଣେ ମହିଳା ଅଭିଯ
Read More News
T & CPrivacy PolicyContact Us