This browser does not support the video element.
କେନ୍ଦୁଝର ସହର: ହନୁମନ୍ତିଆ ନାଳ ପୋଲ ଉପରେ ୩ ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ
Kendujhar Town, Kendujhar | Aug 23, 2025
ହନୁମନ୍ତିଆ ନାଳ ପୋଲ ଉପରେ ୩ଫୁଟର ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ସେପଟର ପାଞ୍ଚ ପଞ୍ଚାୟତ ମଧ୍ୟ ତେଲକୋଇ ମୂଖ୍ୟାଳୟରୁ ବିଛିନ୍ନ ହୋଇପଡ଼ିଛି। ତେଲକୋଇ ରେ ସର୍ବାଧିକ ୧୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ଲକ ର ବିଭିନ୍ନ ନାଳର ପୋଲ ଉପରେ ମଧ୍ୟ ବର୍ଷା ଜଳ ପ୍ରବାହିତ ଯୋଗୁଁ ଲୋକଙ୍କ ଯାତାୟତ ଠପ୍ ହୋଇପଡିଛି।ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଗାଡ଼ି ଯିବାଆସିବା କରୁଥିବା ଦେଖିବାକୁ ମିଳିଛି ।