Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ନିର୍ଗୁଣ୍ଡି ପଞ୍ଚାୟତ ର ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିବା ସହ ଆଶିଷ ଭିକ୍ଷା କଲେ ଭଣ୍ଡାରି ପୋଖରୀ ବିଧାୟକ

Bhadrak Rural, Bhadrak | Aug 27, 2025
ଆଜି ପବିତ୍ର ଗଣେଶ ଚତୁର୍ଥୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀ ଠାରୁ ଦିଲ୍ଲୀ ସବୁଠି ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ଞ୍ଜାନ ଦାତ୍ତା ବିଘ୍ନରାଜ ବାବା ଗଣେଶ ମହାରାଜ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ନିର୍ଗୁଣ୍ଡି ଗ୍ରାମ ପଞ୍ଚାୟତ ର ଅନନ୍ତପୁର,ରାଜେନ୍ଦ୍ରପୁର ଠାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ବାବା ଗଣେଶଙ୍କ ମୂମୟ ମୂର୍ତ୍ତି ଦର୍ଶନ କରିବା ଜନସାଧାରଣ ଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରୁଛନ୍ତି ସାଥିରେ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us