Download Now Banner

This browser does not support the video element.

ବୌଦ୍ଧ ସଦର: ଜିଲ୍ଲା ଗସ୍ତରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା, ହରଭଙ୍ଗା ବ୍ଲକର ବିଭିନ୍ନ ଅନୁଷ୍ଠାନ କଲେ ପରିଦର୍ଶନ

Baudh Sadar, Boudh (Bauda) | Aug 26, 2025
ବୁଧବାର ଅପରାନ୍ହରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତ ଶେଷ କରିଛନ୍ତି | ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ହରଭଙ୍ଗା ବ୍ଲକର ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରି ଶିଶୁ ଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଖାଦ୍ୟ, ପାନିୟ ଏବଂ ନଥିପତ୍ର ଯାଞ୍ଚ କରିବା ସହ ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ |
Read More News
T & CPrivacy PolicyContact Us