Download Now Banner

This browser does not support the video element.

ଭଟଲି: ଭଟଲୀ ର ମାରୱାଡି ପଡାରେ ଚାଲିଥିବା ଗଣେଶ ପୁଜା ରେ ଆଜି ଯୋଗଦେଇ କମିଟି ସଦସ୍ଯ ଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କଲେ ଭଟଲୀ ବିଧାୟକ

Bhatli, Bargarh (Baragarh) | Sep 2, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଭଟଲୀ ର ମାରୱାଡି ପଡାରେ ଚାଲିଥିବା ଗଣେଶ ପୁଜାରେ ଯୋଗଦାନ କରି ପ୍ରଭୁ ଗଣେଷ ଙ୍କ ପୁଜାର୍ଚ୍ଚନା କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ । ଆଜି 6 PM ରେ ସେ ପହଞ୍ଚି କମିଟୀ ସଦସ୍ଯ ଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ
Read More News
T & CPrivacy PolicyContact Us