Download Now Banner

This browser does not support the video element.

କଟକ ପୌରାଞ୍ଚଳ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ତେଲି ସାହିରେ ବଧୂ ହତ୍ୟା ମାମଲା, ଶାଶୂକୁ ଗିରଫ କଲା ତିଗିରିଆ ଥାନା ପୋଲିସ

Cuttack M Corp PS, Cuttack | Sep 9, 2025
କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ତେଲି ସାହିରେ ବଧୂ ହତ୍ୟା ମାମଲାରେ ଶାଶୂକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ। ଗିରଫ ମହିଳା ଜଣକ ହେଲେ ସୁଷମା ଦତ୍ତ। ଅଭିଯୁକ୍ତ ଶାଶୂଙ୍କୁ ମଙ୍ଗଳବାର ସନ୍ଧ୍ୟା ୫ ଟା ସମୟରେ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ମୃତକଙ୍କ ସ୍ବାମୀ ଦୀପକ ଦତ୍ତ ଓ ଶଶୁର ପ୍ରହ୍ଲାଦ ଦତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ବୋହୂକୁ ବିଷ ଦେଇ ହତ୍ୟା କରାଯାଇଥିଲା ବୋଲି ଥାନାରେ ଏତଲା ଦିଆଯାଇଥିଲା।
Read More News
T & CPrivacy PolicyContact Us