Install App
ppadhi2012
This browser does not support the video element.
ପାଟଣାଗଡ: ବେଲପଡା ଏନ ଏ ସି ନ ହେବା ନେଇ ସ୍ଥାନୀୟ ବିଜେଡି କାର୍ଯ୍ୟ ଲୟ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ବେଲପଡା ର ସଚେତନ ନାଗରିକ
Patnagarh, Balangir | Sep 9, 2025
ପୂର୍ବ ତନ ସରକାର ବେଲପଡା କୁ ଏନ ଏ ସି ଘୋଷଣା କରିଥିଲେ କିନ୍ତୁ ବିଜେପି ଆସିବା ପରେ ନୂତନ ସରକାର ଘୋଷଣା କରିଥିବା ନୂତନ ଏନ ଏ ସି ତାଲିକା ରେ ବେଲପଡା ର ନାମ ନାହିଁ ।ଯାହା ଦ୍ଵାରା ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।ଏନେଇ ମଙ୍ଗଳବାର ରାତିରେ ସ୍ଥାନୀୟ ବିଜେଡି କାର୍ଯ୍ୟ ଳୟ ନିକଟରେ ପ୍ରତିକ୍ରିୟା ରଖିଛନ୍ତି ବେଲପଡା ର ସଚେତନ ନାଗରିକ ଶୀ ବିଜୟ ମେହେର
Share
Read More News
T & C
Privacy Policy
Contact Us
Your browser does not support JavaScript!