Download Now Banner

This browser does not support the video element.

ଲାଞ୍ଜିଗଡ: ଦୁର୍ଗମ ଅଞ୍ଚଳ ମେଲ ବାହାଲି ବଣ୍ଡେଲ ପଡ଼ା ବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା।ବଣ୍ଡେଲ ପଡ଼ା ଠାରେ ରଖିଲେ ପ୍ରତିକ୍ରିୟା।

Lanjigarh, Kalahandi | Aug 25, 2025
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ମେଲ ବାହାଲି ବଣ୍ଡେଲ ପଡ଼ାରେ ରାସ୍ତା ନଥିବାରୁ ଗାଁଠାରୁ ଏକ ରୁ ଦୁଇ କିଲୋମିଟର କ ଦୂରରେ ଅଟକି ରହିଥାଏ ଚାରି ଚକିଆ ଯାନ ବା ଆମ୍ବୁଲାନ୍ସ। ଏହି ଶିକ୍ଷା ସ୍ବାସ୍ଥ୍ୟ ଗମନା ଅପହଞ୍ଚ।ଏହାକୁ ନେଇ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ।
Read More News
T & CPrivacy PolicyContact Us