Install App
shantanupanda7
This browser does not support the video element.
ମୋରଡା: ବଡାମପୁର ଜଙ୍ଗଲରେଥିବା ୩୫ଟିକିଆ ହାତୀପଲମଧ୍ୟରୁ ଜଣକୁ ତୀରବିଦ୍ଧକଲେ ସନ୍ଦିଗ୍ଧ, ଯନ୍ତ୍ରଣାରେ ଛଟପଟ ହାତୀର ଗତିବିଧି ଅନୁଧ୍ୟାନ କରୁଚି ବନବିଭାଗ
Muruda, Mayurbhanj | Aug 24, 2025
ମୋରଡା ନିର୍ବାଚନମଣ୍ଡଳୀ ତଥା ରାସଗୋବିନ୍ଦପୁର ବ୍ଲକ ଅଧୀନ ବଡାମପୁର ଜଙ୍ଗଲରେ ଥିବା ୩୫ଟିକିଆ ହାତୀପଲ ମଧ୍ୟରୁ ଗୋଟିଏ ହାତୀକୁ କୌଣସି ସନ୍ଦିଗ୍ଧ ବ୍ୟକ୍ତି ତୀର ମାରିଥିବା ବେଳେ ତୀରବିଦ୍ଧ ହାତୀଟି ରବିବାର ଅପରାହ୍ନ ସାଢେ ପାଞ୍ଚଟାରେ ବଡାମପୁର ଜଙ୍ଗଲରୁ ବାହାରି ଧାନକ୍ଷେତ ନିକଟକୁ ଆସିବାପରେ ତୀରବିଦ୍ଧ ଘଟଣା ଜଣା ପଡ଼ିଥିଲା l ସୂଚନା ମୁତାବକ ୩୫ଟିକିଆ ହାତୀପଲ ପ୍ରାୟ ସପ୍ତାହେ ପୂର୍ବରୁ ବଡାମପୁର ଜଙ୍ଗଲକୁ ପ୍ରବେଶ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!