This browser does not support the video element.
କେନ୍ଦ୍ରାପଡା: ପାଟକୁରା ତେନ୍ତୋଳ ରେଣୁକା ମଣ୍ଡପରେ ଆୟୋଜିତ ସ୍ମୁତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର
Kendrapara, Kendrapara | May 2, 2025
ଅବସରପ୍ରାପ୍ତ ବନ ଅଧିକାରୀ, ପରିବେଶବିତ୍ ତଥା ସ୍ଥାନୀୟ ଅଞ୍ଚଳରେ ବୈଦ୍ୟ ଭାବେ ଜଣାଶୁଣା ପାଟକୁରା ତଳକୁସୁମା ଗ୍ରାମର ସ୍ୱର୍ଗତ ଗନ୍ଧର୍ବ ଚରଣ ମଲ୍ଲିକ ଙ୍କର ଦ୍ଵାଦଶାହ କାର୍ଯ୍ୟକ୍ରମରେ ଏକ ସ୍ମୃତୀଚରଣ ସଭା ତେନ୍ତୋଳ ସ୍ଥିତ ରେଣୁକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତୀଚାରଣ ସଭାରେ ଆଜି ଦିନ ୧୧ଟା ବେଳେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ମହାପାତ୍ର ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି