Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନେଶ୍ୱର ଆଇ. ଜି ପାର୍କରେ ଥିବା ଦୁଇଟି ଓ୍ୱାଟର ଫାଉଣ୍ଟେନରେ ମଶା ଲାର୍ଭା ଖାଇଯାଉଥିବା ଗମ୍ବୁସିଆ ମାଛ ଛାଡ଼ିଲା ବିଏମସି

Bhubaneswar M Corp, Khordha | Oct 6, 2025
ଭୁବନେଶ୍ୱର ଆଇ. ଜି ପାର୍କରେ ଥିବା ଦୁଇଟି ଓ୍ୱାଟର ଫାଉଣ୍ଟେନରେ ଛଡାଗଲା ମଶା ଲାର୍ଭା ଖାଇଯାଉଥିବା ଗମ୍ବୁସିଆ ମାଛ । ଡେଙ୍ଗୁ ତଥା ଅନ୍ୟାନ୍ୟ ମଶା ବାହିତ ରୋଗ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ରହିଛି ପ୍ରୟାସ । ଏଥିପାଇଁ ବିଭିନ୍ନ ସ୍ଥାନରେ ମଶା ତେଲ ସିଚନ, ଅନାବନା ଘାସ କାଟିବା, ପାଣି ଜମିରହୁଥିବା ପାତ୍ର, ଟାୟାର, ପଇଡ ଖୋଳ ଆଦି ଉତ୍ସକୁ ନଷ୍ଟ କରିବା, ମଶା ଧୂଆଁ ଦେବା ଆଦି କାର୍ଯ୍ୟ ବିଏମ୍ ସି ପକ୍ଷରୁ ଜାରି ରହିଛି
Read More News
T & CPrivacy PolicyContact Us