Download Now Banner

This browser does not support the video element.

ପୋଲସରା: ବୁଗୁଡ଼ା ଭାମଶିଆଳି ଗ୍ରାମ ନିକଟ ଶୁଖୁଆଖାଇ ମନ୍ଦିର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ,7 ମେଣ୍ଢା କୁ ମରିବା ସହ ଦୁଇ ନିଖୋଜ

Polasara, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିନ ଭାମଶିଆଳି ଗ୍ରାମ ନିକଟ ଶୁଖୁଆଖାଇ ମନ୍ଦିର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ l ମେଣ୍ଢା ଗୋଠ ରୁ 7 ମେଣ୍ଢା ଖାଇବା ସହ ଦୁଇ ମେଣ୍ଢା କୁ ନେଇଗଲା ଅଜଣା ଜନ୍ତୁ l ବୁଦ୍ଧଖୋଲ ପର୍ବତ ତଳେ ସବୁଦିନ ଭଳି ଗୋଟିଏ ମେଣ୍ଢା ଗୋଠ ରହିଥିବା ବେଳେ ଆଜି ସକାଳୁ ଗୋଠ ର ସାତୋଟି ମେଣ୍ଢା କ୍ଷତାକ୍ତ ଅବସ୍ଥା ରେ ମରିପଡିବା ଦୁଇଟି ମେଣ୍ଢା ନିଖୋଜ ରହିଥିବା ଗୋପାଳକ ଦେଖିଥିଲେ l
Read More News
T & CPrivacy PolicyContact Us