Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଓ ଶାଶୁ ଏବଂ ଶଳାଙ୍କୁ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତକୁ ଖଣ୍ଡଗିରିରୁ ଗିରଫ କଲା ପୋଲିସ
Bhubaneswar M Corp, Khordha | Aug 27, 2025
ଅଭିଯୋଗକାରିଣୀ ନୟନୀ ନାୟକ ଦୁଇ ଝିଅ, ଦୁଇ ଜ୍ଵାଇଁଙ୍କ ସହ ମିଶି ଆଇଗିଣିଆ ମାଛ ମାର୍କେଟ ଅଞ୍ଚଳରେ ରହୁଥିଲେ । ତାଙ୍କର ବଡ ଝିଅ ଗତ ଦୁଇ ବର୍ଷ ପୂର୍ବେ ଅଭିଯୁକ୍ତ ସିମାଞ୍ଚଳ ଜେନାଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଅଭିଯୁକ୍ତ ଜଣକ ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ସାନ ଝିଅ ଓ ଜ୍ଵାଇଁଙ୍କୁ ମଧ୍ୟ ଗାଳିମନ୍ଦ କରିଥାନ୍ତି । ଘଟଣା ଦିନ ଅଭିଯୁକ୍ତ ଜ୍ଵାଇଁ ତାଙ୍କ ଝିଅକୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିବା ସହ ମାଡ ମାରିଥିଲେ ଏବଂ ଛୋଟ ଝିଅକୁ ତଣ୍ଟି ଚିପିବା ଲାଗି ପ୍ରୟାସ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!