This browser does not support the video element.
ନନ୍ଦନକାନନ: ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ
Nandankanan, Khordha | Mar 30, 2025
ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ | ନନ୍ଦନକାନନ ଥାନା ଅଞ୍ଚଳରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା | ଆଜି 4.21ରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ | ଗିରଫ ଅଭିଯୁକ୍ତ ଙ୍କ ଘର ରଘୁନାଥ ପୁର ଅଞ୍ଚଳରେ | ତାଙ୍କ ନାଁ ହେଉଛି ମନୋଜ ବେହେରା | ସେପଟେ ପୀଡିତା ଙ୍କ ବୟାନ ରେକର୍ଡ କରିବା ସହ ଆଖପାଖରେ ଲୋକଙ୍କୁ ପଚରା ଉଚରା କରିଛି ପୋଲିସ |