Install App
sanjayakumar.naik
This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ଥାନା ନିକଟ ଓଭରର୍ବ୍ରିଜ ଉପରେ ରାଜସ୍ଥାନୀ ହୋଟେଲ ସମ୍ମୁଖରେ ଝାଲ ମୁଢ଼ି ବିକୁଥିବା ଠେଲା ବାଲାଙ୍କ ଝୁଲୁଛି ମୃତ ଦେହ - ଲୋକଙ୍କ ଭିଡ
Titlagarh, Balangir | Sep 6, 2025
ଶନିବାର ସକାଳୁ ପ୍ରାତଃ ଭ୍ରମଣ ବେଳେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଟିଏ ଛିଡ଼ା ହେଲା ଭଳି ଦିଶୁଥିବା ବେଳେ ପାଖକୁ ଗଲେ ବେକରେ ରସି ବନ୍ଧା ହୋଇ ମୁହଁରୁ ବେକରେ ତଥା ପିନ୍ଧି ଥିବା କପଡ଼ାରେ ରକ୍ତ ଲାଗିଥିବା ଲୋକେ ଦେଖି ହତ୍ୟା କରାଯାଇ ଲଟକେଇ ଦିଆଯାଇଥିବା କଥା ହେଉଛନ୍ତି। ତେବେ କେଉଁ କାରଣରୁ ତାଙ୍କର ଏଭଳି ସ୍ଥିତି ହେଲା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତରୁ ଜଣାପଡିବ। ତେବେ କିଛି ଦିନ ଭିତରେ ଝାଲ ମୁଢ଼ି ବିକି ଭଲ ରୋଜଗାର କରୁଥିଲେ। କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା ପୋଲିସ ତଦନ୍ତରୁ ଜଣାପଡିବ।
Share
Read More News
T & C
Privacy Policy
Contact Us
Your browser does not support JavaScript!