Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଅଲିଶା ବଜାରରୁ ଶଣ୍ଢ ଚୋରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ, ଥାନାରେ ଏତଲା #viralvideo

Cuttack M Corp PS, Cuttack | Sep 5, 2025
କଟକ ଅଲିଶା ବଜାରରୁ ଶଣ୍ଢ ଚୋରିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶୁକ୍ରବାର ରାତି ୮ ଟା ସମୟରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିପରି ଭାବେ ଦୁର୍ବୃତ୍ତ ଜଣକ ଶଣ୍ଢକୁ ଚୋରି କରି ନେଇ ଯାଉଛି। ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଚୋରି ଘଟଣା ଘଟିଛି ବୋଲି ସୂଚନା ମିଳିଛି। ତେବେ ଏ ନେଇ ଶୁକ୍ରବାର ଦିନ ଲାଲବାଗ ଥାନାରେ ଏତଲା ଦିଆଯାଇଛି।
Read More News
T & CPrivacy PolicyContact Us