Download Now Banner

This browser does not support the video element.

ସୁନ୍ଦରଗଡ ସହର: ଏସପି ସୁନ୍ଦରଗଡ଼ଙ୍କ ନିର୍ଦ୍ଦେଶରେ ଧରୁଆଡିହି ପୋଲିସର ଚମ୍ପାପଡ଼ା, ବାଘନିପାଣି, ସଳଙ୍ଗାବୁଡ ଏବଂ ଡୁଡୁକା ବାହାଲ ଜଙ୍ଗଲରେ ପ୍ରହାର ପାହର

Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ମଧ୍ୟାହ୍ନ 12 ଟା 3 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରହାର ପାହର। ପାହର ପଡିଛି ଧରୁଆ ଡିହି ଥାନା ଅର୍ନ୍ତଗତ ଚମ୍ପାପଡ଼ା, ବାଘନିପାଣି, ସଳଙ୍ଗାବୁଡ ଏବଂ ଡୁଡୁକା ବାହାଲ ଜଙ୍ଗଲରେ ପ୍ରସ୍ତୁତ ହେଇଥିବା ମଦ ଉପରେ। ତେବେ ଏହି ପ୍ରହାରରେ ମଦ ମାଫିଆ ମାନେ କୌଶଳ କ୍ରମେ ଜଙ୍ଗଲ ମଧ୍ୟରେ ଖସି ପକାଇଥିଲା ବେଳେ ତାଙ୍କର କଞ୍ଚା ଟଙ୍କା ବା ମଦ ପ୍ରସ୍ତୁତି ଉପକରଣ ଗୁଡ଼ିକୁ ପୋଲିସ ଘଟଣା ସ୍ଥଳରେ ନଷ୍ଟ କରିଛନ୍ତି। ଏହି କ୍ରମରେ ପ୍ରାୟ 15 କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରିଛନ୍ତି ଧରୁଆ ଡିହି ପୋଲିସ । ତେବେ ଏହି ଚଢ଼ାଉରେ ପୋଲିସ ସହ ଅବକାରୀ ଷ୍ଟାଫ ମାନେ ସାମିଲ ହୋଇ
Read More News
T & CPrivacy PolicyContact Us