Download Now Banner

This browser does not support the video element.

ମନମୁଣ୍ଡା: ସାନଝାରମୁଣ୍ଡା ନିକଟରୁ ୮ ଖଣ୍ଡ ଶାଗୁଆନ ଗଣ୍ଡି ଜବତ, ୨ ଅଟକ

Manamunda, Boudh (Bauda) | Sep 23, 2024
ସାନଝାର ମୁଣ୍ଡା ନିକଟରୁ 8ଖଣ୍ଡ ଶାଗୁଆନ ଗଣ୍ଡି ଜବତ ସହ 2ଅଟକ ସୂଚନା ମତେ ଆଜି 12ଘଣ୍ଟା ସମୟ ରେ କଣ୍ଟାମାଲ ରେଞ୍ଜ ର ବରପଦର ସେକ୍ସନ ର ଫରେଷ୍ଟର ଙ୍କ ନେତୃତ୍ୱ ରେ ଏକ ଟିମ ସାନଝାର ମୁଣ୍ଡା ନିକଟରେ ବେଆଇନ ଭାବରେ ଶାଗୁଆନ ପଟା କଟାଯାଉଥିଲା I ଫଳରେ ସେଠାରୁ 8ଗୋଟି ଶାଗୁଆନ ଗଣ୍ଡି ଜବତ ସହ ଦୁଇ ଜଣକୁ ଅଟକ ରଖିଛି ବନବିଭାଗ I ଏହି ଚଢ଼ାଉ ରେ ଫରେଷ୍ଟଗାର୍ଡ ଓ ୱାଚର ସାମିଲ ହୋଈଥିଲେ I
Read More News
T & CPrivacy PolicyContact Us