Download Now Banner

This browser does not support the video element.

ନୂଆପଡା: ନୂଆପଡା ଜିଲ୍ଲାରେ ୟୁରିଆ ସାର ଅଭାବ ଓ କଳାବଜାରୀ ହେଉଥିବା ଘଟଣାକୁ ନେଇ ନୂଆପଡ଼ା ଠାରେ କଂଗ୍ରେସ ଆବାହକ କମଳ ଚରଣ ତାଣ୍ଡିଙ୍କ ପ୍ରତିକ୍ରିୟା

Nuapada, Nuapada | Aug 25, 2025
ନୂଆପଡା ଜିଲ୍ଲାରେ ଚାଷୀଙ୍କ ପାଇଁ ୟୁରିଆ ସାର ଅଭାବ ଓ କଳାବଜାରୀ ହେଉଥିବା ଘଟଣାକୁ ନେଇ ଆଜି ୧୨ ଟାରେ ନୂଆପଡ଼ା ଠାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ଆବାହକ କମଳ ଚରଣ ତାଣ୍ଡି।
Read More News
T & CPrivacy PolicyContact Us