Install App
shantanupanda7
This browser does not support the video element.
ବଡସାହି: ରଙ୍ଗାମାଟିଆ ଆରଏମସି ଗେଷ୍ଟହାଉସରେ ବୈଶିଙ୍ଗାରେ ନୂତନବ୍ଲକ ପ୍ରତିଷ୍ଠାପାଇଁ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ
Barsahi, Mayurbhanj | Aug 31, 2025
ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆସ୍ଥିତ ଆରଏମସି ଗେଷ୍ଟ ହାଉସଠାରେ ବୈଶିଙ୍ଗା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବୈଶିଙ୍ଗାରେ ବ୍ଲକଗଠନ ନିମନ୍ତେ ରବିବାର ଅପରାହ୍ନ ୫ଟାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ଆଞ୍ଚଳିକ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ବିବେକାନନ୍ଦ ପଣ୍ଡାଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ ବୈଠକରେ ବିଭିନ୍ନ ଦଳର ନେତୃବୃନ୍ଦ, ଜନପ୍ରତିନିଧି,ବୁଦ୍ଧିଜୀଵୀ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!