Download Now Banner

This browser does not support the video element.

ବଡଚଣା: ଚଣ୍ଡିଖୋଲକୁ ଏନଏସି ମାନ୍ୟତା ମିଳିଲା ପରେ ଭୁବନେଶ୍ୱର କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବଡ଼ଚଣା ବିଧାୟକ

Badachana, Jajpur | Sep 6, 2025
ଚଣ୍ଡିଖୋଲ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଏସି ମାନ୍ୟତା ମିଳିଲା,ଭୁବନେଶ୍ୱର କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବଡ଼ଚଣା ବିଧାୟକ ଅମର କୁମାର ନାୟକ l ବହୁ ଦାବୀ ପରେ ଗତ କିଛିଦିନ ତଳେ ଚଣ୍ଡିଖୋଲକୁ ଏନଏସି ମାନ୍ୟତା ଘୋଷଣା କରାଯାଇଛି l ଏହି ମାନ୍ୟତା ମିଳିବା ପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳିଯାଇଥିଲା l ସେପଟେ ଆଜି ବଡ଼ଚଣା ବିଧାୟକ ଅମର କୁମାର ନାୟକ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିକୁ ଭେଟି ଧନ୍ୟବାଦ ଦେଇଛନ୍ତି l ଏଥିସହିତ ଚଣ୍ଡିଖୋଲ ଅଂଚଳର କିଭଳି ବିକାଶ ହେବ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us