Install App
angulkhabar123
This browser does not support the video element.
ଅନୁଗୋଳ: ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ବିକଟାଳ ଶବ୍ଦ କରୁଥିବା ୫୪ ବୁଲେଟ ଗାଡି ଜବତ; ୫ ଲକ୍ଷ ୧୦ ହଜାର ଫାଇନ ଆଦାୟ
Anugul, Angul | Aug 26, 2025
ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଚଢାଉ କରି ସୋମବାର ରାତି ୧୨ଟା ସୁଦ୍ଧା ୫୪ ବୁଲେଟ ଗାଡିକୁ ଜବତ କରିଛି। ସେମାନଙ୍କ ଠାରୁ ୫ ଲକ୍ଷ ୧୦ ହଜାର ଫାଇନ ଆଦାୟ ହୋଇଥିବା ନେଇ ଅନୁଗୋଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!