Install App
rabindra.mishra744
This browser does not support the video element.
ଧର୍ମଗଡ: ବଚ୍ଛି ଛକ ନିକଟରେ ଅଟୋରୁ ଖସି ପଡି କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଗୁରୁତର, ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ
Dharamgarh, Kalahandi | Sep 5, 2025
ଶୁକ୍ରବାର ସେପ୍ଟେମ୍ବର ୫ ତାରିଖ . ପବିତ୍ର ଗୁରୁ ଦିବସ . ବିଦ୍ୟାଳୟରେ ଏହି ଗୁରୁ ଦିବସ ପାଳନ କରି ଅଟୋ ଯୋଗେ ଫେରିବା ବେଳେ କଲମପୁର ବିଜମରା ମୁଖ୍ୟ ରାସ୍ତାର ବର୍ଚ୍ଛି ଛକ ନିକଟରେ ଅଟୋରୁ ଖସିପଡି ଜଣେ ଛାତ୍ର ଗୁରୁତର ହେବା ଭଳି ଅଭାବନୀୟ ଘଟଣା ସାଧାରଣରେ ଆଲୋଡ ଡନ ସୃଷ୍ଟି କରିଛି । ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପାଇଁ ସାଢେ ୧୨ଟା ବେଳେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି .
Share
Read More News
T & C
Privacy Policy
Contact Us
Your browser does not support JavaScript!