This browser does not support the video element.
କେନ୍ଦୁଝର ସହର: କାକୁଡ଼ିଅମ୍ବା ଗ୍ରାମ ବାସୀ ଙ୍କ ଠାରୁ ଆରମ୍ଭ ହେଲା ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ସପଥ ଗ୍ରହଣ ।
Kendujhar Town, Kendujhar | Aug 21, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ କାକୁଡ଼ିଅମ୍ବା ଗ୍ରାମରେ ଆଜି ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକେ ଦୃଢ଼ ଶପଥ ନେଇଛନ୍ତି ,ସପଥରେ ସେମାନେ କହିଛନ୍ତି ତାଙ୍କ ଗାଁରେ ଆଗରୁ କେହି ବିଦ୍ୟୁତ୍ ଜନିତ ହୁକିଂ କରି ନାହାନ୍ତି କି ଆଗକୁ ମଧ୍ଯ କରିବେ ନାହିଁ, ଯଦି କୌଣସି ବ୍ୟକ୍ତି ହୁକିଂ କରନ୍ତି ତେବେ ଗ୍ରାମ ବାସି ତାକୁ କଠୋର ଦଣ୍ଡ ଦେବା ପାଇଁ ଆଇନ୍ ର ଆଶ୍ରୟ ନେବେ ବୋଲି କହିଛନ୍ତି ।